Prathana Suna Lyrics (ପ୍ରାର୍ଥନା ଶୁଣ) Amit Pani | Latest Odia Christian Song
Prathana Suna Lyrics is sung beautifully by famous Odia Christian Singer AMIT PANI.
Credits
- Song – Prathana Suna
- Singer – Amit Kumar Pani
- Lyrics & Music -Salem Lima
- Music arrangement -Bapi Samal
- Producer -Rabindra Srambutika
- D.O.P & Edit Ambram ganta (Bapi)
- Recording -MD studio CTC
Prathan Suna Lyrics (ପ୍ରାର୍ଥନା ଶୁଣ)
Chorus
ପ୍ରାର୍ଥନା ଶୁଣ ମୋର ପ୍ରଭୁ,ପ୍ରାର୍ଥନା ଶୁଣ
ପ୍ରାର୍ଥନା ଶୁଣ ମୋର ପ୍ରଭୁ,ପ୍ରାର୍ଥନା ଶୁଣ
ମୁଁ ଯେ ଦୀନହୀନ କରେ ନିବେଦନ
ମୁଁ ଯେ ଦୀନହୀନ କରେ ନିବେଦନ
ଲୋତକ ମୋର କର ଗ୍ରହଣ
ଲୋତକ ମୋର କର ଗ୍ରହଣ
ପ୍ରାର୍ଥନା ଶୁଣ ମୋର ପ୍ରଭୁ ପ୍ରାର୍ଥନା ଶୁଣ
ପ୍ରାର୍ଥନା ଶୁଣ ମୋର ପ୍ରଭୁ ପ୍ରାର୍ଥନା ଶୁଣ
Verse 1
କିଏ ଅଛି ଏ ଜଗତରେ
ମୋ ପ୍ରାର୍ଥନା ଶୁଣିବାକୁ
କେହି ନାହିଁ ତୁମ ବିନା ଯୀଶୁ,
ଦୁଃଖ ମୋର ଜାଣିବାକୁ
କିଏ ଅଛି ଏ ଜଗତରେ
ମୋ ପ୍ରାର୍ଥନା ଶୁଣିବାକୁ
କେହି ନାହିଁ ତୁମ ବିନା ଯୀଶୁ,
ଦୁଃଖ ମୋର ଜାଣିବାକୁ
ଏଣୁ ତୁମ ପଦେ ନେଲି ମୁ ଶରଣ
ଏଣୁ ତୁମ ପଦେ ନେଲି ମୁ ଶରଣ
ଲୋତକ ମୋର କର ଗ୍ରହଣ
ଲୋତକ ମୋର କର ଗ୍ରହଣ
Chorus
ପ୍ରାର୍ଥନା ଶୁଣ ମୋର ପ୍ରଭୁ, ପ୍ରାର୍ଥନା ଶୁଣ
ପ୍ରାର୍ଥନା ଶୁଣ ମୋର ପ୍ରଭୁ, ପ୍ରାର୍ଥନା ଶୁଣ
ପ୍ରାର୍ଥନା ଶୁଣ ମୋର ପ୍ରଭୁ, ପ୍ରାର୍ଥନା ଶୁଣ
ପ୍ରାର୍ଥନା ଶୁଣ ମୋର ପ୍ରଭୁ, ପ୍ରାର୍ଥନା ଶୁଣ
Verse 3
ତୁମେ ଯେବେ ସାହା ହେବ ନାହିଁ,
ଯିବି ମୁଁ କାହା ପାଖକୁ
ମୋ ହୃଦ ବେଦନା ଜଣାଇବି,
ଯୀଶୁ ମୁଁ ଆଉ କାହାକୁ
ତୁମେ ଯେବେ ସାହା ହେବ ନାହିଁ,
ଯିବି ମୁଁ କାହା ପାଖକୁ
ମୋ ହୃଦ ବେଦନା ଜଣାଇବି,
ଯୀଶୁ ମୁଁ ଆଉ କାହାକୁ
ଏଣୁ ତୁମ ପାଶେ ହେଲି ସମର୍ପଣ
ଏଣୁ ତୁମ ପାଶେ ହେଲି ସମର୍ପଣ
ଏଣୁ ତୁମ ପାଶେ ହେଲି ସମର୍ପଣ
ଏଣୁ ତୁମ ପାଶେ ହେଲି ସମର୍ପଣ
ଲୋତକ ମୋର କର ଗ୍ରହଣ
ଲୋତକ ମୋର କର ଗ୍ରହଣ
Chorus
ପ୍ରାର୍ଥନା ଶୁଣ ମୋର ପ୍ରଭୁ, ପ୍ରାର୍ଥନା ଶୁଣ
ପ୍ରାର୍ଥନା ଶୁଣ ମୋର ଯୀଶୁ ,ପ୍ରାର୍ଥନା ଶୁଣ
ପ୍ରାର୍ଥନା ଶୁଣ………..
ପ୍ରାର୍ଥନା ଶୁଣ………..
(ସମାପ୍ତ)
People also sing